ଲସ୍ଏଞ୍ଜେଲ୍ସ: ଚଳିତ ମେଜର ଲିଗ୍ କ୍ରିକେଟ୍ (ଏମ୍ଏଲ୍ସି)ରେ ଲସ୍ଏଞ୍ଜେଲ୍ସ ନାଇଟ୍ ରାଇଡର୍ସ ବିଜେତା ହୋଇଛି। ରବିବାର ଫାଇନାଲ୍ରେ ଏହି ଦଳ ନାଟକୀୟ ଭାବେ ୧ ରନ୍ରେ ୱାସିଟନ୍ ଫ୍ରିଡମ୍କୁ ପରାସ୍ତ କରି ପ୍ରଥମ ଥର ଲାଗି ଏହି ଟ୍ରଫି ହାସଲ କରିବାରେ ସଫଳ ହୋଇଛି। ଗତ ୩ ଋତୁରେ କେବଳ ୫ ବିଜୟ ପାଇଥିବା ଏହି ଦଳ ଚଳିତ ଋତୁରେ ୮ ବିଜୟ ସହ ଏହି ସଫଳତା ପାଇଛି ଭାରତୀୟଙ୍କ ମାଲିକାନାରେ ଥିବା ଏହି ଦଳ।
ମେଜର ଲିଗ୍ କ୍ରିକେଟ୍ : ନାଇଟ୍ ରାଇଡର୍ସକୁ ପ୍ରଥମ ଏମ୍ଏଲ୍ସି ମୁକୁଟ
