ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଟାର୍ଗେଟ କରି ଏଆଇ ଦ୍ୱାରା ପ୍ରସ୍ତୁତ କଥିତ ଡିପ୍ଫେକ୍ ଭିଡିଓ ପ୍ରସାରଣ ନେଇ ବିଜେଡିର ଏଫ୍ଆଇଆର୍
ଭୁବନେଶ୍ୱର: ବରିଷ୍ଠ ମହିଳା ନେତ୍ରୀ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଟାର୍ଗେଟ କରି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପ୍ରସ୍ତୁତ କଥିତ ଡିପ୍ଫେକ୍ ଭିଡିଓ ଏବଂ ସ୍ୱର…
