ପାଟଣା ( ବିଶ୍ଵ ଖବର) ପାଟଣା ବନାଞ୍ଚଳ ପାଟଣା ସେକ୍ସନ ମୁଷାପଡା ଗ୍ରାମରୁ ଆଜି ଏକ ୭ ଫୁଟ ଲମ୍ବର ଜଙ୍ଗଲି ଵୋଡା ସାପ ବନବିଭାଗ ଉଦ୍ଧାର କରିଛି।ଗ୍ରାମର ଭରତ ମହାନ୍ତ ପନିପରିବା ବଗିଚାରେ ଵୋଡା ଟିକୁ ଦେଖି ଘର ଲୋକେ ଭୟଭୀତ ହେବା ପରେ ବନବିଭାଗ କୁ ଖବର ଦିଆ ଯାଇଥିଲା।ବନପାଳ ନିରଞ୍ଜନ ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଲିମ ପ୍ରାପ୍ତ ସାପ ଧରାଳି କାର୍ତ୍ତିକ ମହାନ୍ତ ଓ ସଞ୍ଜୟ ମହାନ୍ତ ସାପ ଟିକୁ ସୁରକ୍ଷିତ ଉଦ୍ଧାର କରିବା ପରେ ପାଟଣା ସଂରକ୍ଷିତ ଜଙ୍ଗଲ ରେ ଛାଡି ଦେଇଥିବା ବନାଞ୍ଚଳ ଅଧିକାରୀ ଆର୍ତ୍ତତ୍ରାଣ ମିର୍ଦ୍ଧା ଙ୍କ ଠାରୁ ପ୍ରକାଶ।
ମୁଷାପଡା ଗ୍ରାମରୁ ଜଙ୍ଗଲି ଵୋଡା ଉଦ୍ଧାର
