ଅନୁଗୋଳ : ଲଗାଣ ବର୍ଷା ଅନୁଗୋଳ ଜିଲାକୁ ବେହାଲ୍ କରିଛି। କେଉଁଠି ଲୋକଙ୍କ ଘରେ ପାଣି ପଶିଛି ତ କେଉଁଠି ପୂରା ଅଞ୍ଚଳ ଜଳମୟ। ଅନୁଗୋଳ ସହରରେ ପ୍ରାୟ ୨ ଶହରୁ ଅଧିକ ପରିବାର ଜଳବନ୍ଦୀ। ଜଳ ନିଷ୍କାସନ ହୋଇ ପାରୁ ନଥିବାରୁ ପିଲା ଛୁଆଙ୍କୁ ନେଇ ରହିବା କଷ୍ଟକର ହୋଇ ପଡୁଛି। ପ୍ରଶାସନର କୌଣସି ଅଧିକାରୀ ପହଂଚି ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝି ନାହାନ୍ତି। ଗତ ୨ ଦିନ ହେଲା ଅବିଶ୍ରାନ୍ତ ବର୍ଷା ଲାଗି ରହିଛି।
ଲଗାଣ ବର୍ଷାରେ ବେହାଲା ଅନୁଗୋଳ ସହର
