୯ ଯୁବ ଆଇଏଏସଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି

ଭୁବନେଶ୍ୱର : ୯ ଯୁବ ଆଇଏଏସଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ଟ୍ରେନିଂ ଶେଷ ପରେ ଆଇଏଏସଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଲା। ଆଇଏଏସଙ୍କୁ ଅନିମେଶ ପ୍ରଧାନଙ୍କୁ ଆଠଗଡ଼ ଉପଜିଲ୍ଲାପାଳ ଦାୟିତ୍ବ ମିଳିଥିବା ବେଳେ ପ୍ରଜ୍ଞାନନ୍ଦନ ଗିରି ହେଲେ ତାଳଚେର ଉପଜିଲ୍ଲାପାଳ, କସ୍ତୁରୀ ଶାଙ୍କୁ ଭବାନୀପାଟଣା ଉପଜିଲ୍ଲାପାଳ ଦାୟିତ୍ବ, ଫାବି ରସିଦ୍ ହେଲେ କୋରାପୁଟ ଉପଜିଲ୍ଲାପାଳ, ମୃଣାଳିକା ରାଠୋଡ୍- ରାୟଗଡ଼ା, ଶୁଭ୍ରା ପଣ୍ଡା- ଜୟପୁର, ପୱନ କୁମାର ଟିଟିଲାଗଡ଼, ଭଗତ ସାମଲ କଲ୍ୟାଣରାଓ ପାରଳାଖେମୁଣ୍ଡି, ସନ୍ତୋଷ କୁମାର ପାତ୍ର ହେଲେ ବଣାଇଗଡ଼ ଉପଜିଲ୍ଲାପାଳା ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

Leave a Reply

Your email address will not be published. Required fields are marked *