ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ପାଳିତ

କଟକ:ଦୈନିକ ‘ସମାଜ’ର ପ୍ରତିଷ୍ଠାତା, ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ଆଜି କଟକରେ ଲୋକସେବକ ମଣ୍ଡଳ ଏବଂ ‘ସମାଜ’ ଆନୁକୂଲ୍ୟରେ ବିଭିନ୍ନ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ସକାଳ ସମୟର ପ୍ରାଥମିକ ପର୍ଯ୍ୟାୟ କାର୍ଯ୍ୟସୂଚୀଗୁଡ଼ିକ ଶ୍ରଦ୍ଧାପୂତ ପରିବେଶରେ ସମ୍ପନ୍ନ ହୋଇଛି।

Leave a Reply

Your email address will not be published. Required fields are marked *