କୋଣାର୍କ: କୋଣାର୍କ ବସ ଷ୍ଟାଣ୍ଡ ନିକଟରେ ଥିବା ସରକାରୀ ବିଦେଶୀ ମଦ ଦୋକାନ
ଉପରେ ବୋମା ମାଡ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଜି ଦିନ ୧୨, ୩୦ସମୟରେ ବୋମା ମାଡ ଘଟିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟଯେ ,ଗତ ଦୁଇ ଦିନ ପୂର୍ବେ ଖୋଲିଥିଲା ଏହି ସରକାରୀ ବିଦେଶୀ ମଦ ଦୋକାନ ।
ସରକାରୀ ବିଦେଶୀ ମଦ ଦୋକାନ ଉପରେ ବୋମା ମାଡ
