ବୀରମିତ୍ରପୁର: ବାଲି ଆଣିବାକୁ ଯାଇ ନଦୀରେ ବୁଡ଼ି ୩ ନାବାଳିକାଙ୍କ ଚାଲିଗଲା ଜୀବନ। କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିବା ବେଳେ ବୁଡ଼ିଗଲେ ନାବାଳିକା। ରାଏବୋଗା ଥାନା ସଲଙ୍ଗାବାହାଲରେ ବୁଧବାର ଏଭଳି ଅଭାବନୀୟ ଘଟଣା ଘଟିଛି। ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ବୀରମିତ୍ରପୁର ମେଡିକାଲ୍ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।
ବାଲି ଆଣିବାକୁ ଯାଇ ନଦୀରେ ବୁଡ଼ିଗଲେ ୩ ନାବାଳିକା
