ନୂଆଦିଲ୍ଲୀ: ଭାରତୀୟ ମହିଳା ବ୍ୟାଟର ଜେମିମା ରଡ୍ରିଗ୍ବେଜ ଏସୀୟ କ୍ରୀଡ଼ା ଓ ମହିଳା ଏସିଆ କପରୁ ବାଦ୍ ପଡ଼ିଛନ୍ତି। ଡାହାଣ ହାତ କହୁଣୀରେ ଆଘାତ ଲାଗି ଜେମିମା ଏହି ଦୁଇ ଟୁର୍ଣ୍ଣାମେଣ୍ଟରେ ଖେଳିବେ ନାହିଁ। ଆହତ ଜେମିମା ବିସିସିଆଇ ସେଣ୍ଟର ଅଫ ଏେକ୍ସଲେନ୍ସରେ ଚିକିତ୍ସିତ ହେଉଛନ୍ତି। ଏସିଆ କପ୍ ଲାଗି ଜେମିମାଙ୍କ ସ୍ଥାନରେ ପ୍ରତୀକା ରାୱଲଙ୍କୁ ସାମିଲ କରାଯାଇଛି। ମହିଳା ଏସିଆ କପ୍ ୟୁଏଇରେ ଅଗଷ୍ଟ ୨୮ରୁ ଓ ଏସୀୟ କ୍ରୀଡ଼ା ଜାପାନରେ ସେପ୍ଟେମ୍ବର ୧୯ରୁ ଖେଳାଯିବ।
ଭାରତୀୟ ମହିଳା ବ୍ୟାଟର ଜେମିମା ରଡ୍ରିଗ୍ବେଜ ମହିଳା ଏସିଆ କପରୁ ବାଦ୍
