ଭାରତୀୟ ମହିଳା ବ୍ୟାଟର ଜେମିମା ରଡ୍ରିଗ୍ବେଜ ମହିଳା ଏସିଆ କପରୁ ବାଦ୍‌

ନୂଆଦିଲ୍ଲୀ: ଭାରତୀୟ ମହିଳା ବ୍ୟାଟର ଜେମିମା ରଡ୍ରିଗ୍ବେଜ ଏସୀୟ କ୍ରୀଡ଼ା ଓ ମହିଳା ଏସିଆ କପରୁ ବାଦ୍‌ ପଡ଼ିଛନ୍ତି। ଡାହାଣ ହାତ କହୁଣୀରେ ଆଘାତ ଲାଗି ଜେମିମା ଏହି ଦୁଇ ଟୁର୍ଣ୍ଣାମେଣ୍ଟରେ ଖେଳିବେ ନାହିଁ। ଆହତ ଜେମିମା ବିସିସିଆଇ ସେଣ୍ଟର ଅଫ ଏ​‌େ​‌କ୍ସଲେନ୍‌ସରେ ଚିକିତ୍ସିତ ହେଉଛନ୍ତି। ଏସିଆ କପ୍‌ ଲାଗି ଜେମିମାଙ୍କ ସ୍ଥାନରେ ପ୍ରତୀକା ରାୱଲଙ୍କୁ ସାମିଲ କରାଯାଇଛି। ମହିଳା ଏସିଆ କପ୍‌ ୟୁଏଇରେ ଅଗଷ୍ଟ ୨୮ରୁ ଓ ଏସୀୟ କ୍ରୀଡ଼ା ଜାପାନରେ ସେପ୍ଟେମ୍ବର ୧୯ରୁ ଖେଳାଯିବ।

Leave a Reply

Your email address will not be published. Required fields are marked *