ଓଡିଆ ଖବର

ସଡକ ଦୁର୍ଘଟଣାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ପାଟଣା: ପାଟଣା ବ୍ଳକ ତୁରୁମୁଙ୍ଗା ଥାନା ଅଞ୍ଚଳ ରାଜନଗର-ଚିଲିଦା ରାସ୍ତାରେ ଗତ କାଲି ସନ୍ଧ୍ୟାରେ ୨ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଜଣେ ବାଇକ୍…

ଜାତୀୟ

କେବିସିରେ ଚମକିଲେ ଓଡ଼ିଆ ଝିଅ ସୋନାଲି ଶେଷାଦ୍ରୀ

ଖୁଣ୍ଟା : ମୟୂରଭଞ୍ଜ ଜିଲା ଅନ୍ତର୍ଗତ ଖୁଣ୍ଟା ଅଞ୍ଚଳର କନ୍ୟା ତଥା ଡାକ ବିଭାଗର କର୍ମଚାରୀ ସୋନାଲି ଶେଷାଦ୍ରୀ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପରିଚାଳିତ ଲୋକପ୍ରିୟ…

ଓଡିଆ ଖବର

ଏସ୍‌ଆଇଆର୍‌ ପ୍ରସଙ୍ଗ; ବାଦ୍ ଭୋଟର୍‌ଙ୍କ ଘରେ ବିଏଲ୍‌ଓ

ଭୁବନେଶ୍ୱର : ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଯେଉଁ ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସମାପ୍ତ ହୋଇଛି, ସେଠାରେ ଚୂଡ଼ାନ୍ତ ଭୋଟର୍‌ ତାଲିକାରୁ ବାଦ୍ ପଡ଼ିଥିବା ଭୋଟର୍‌…

ଓଡିଆ ଖବର

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବି-ଟେକ୍ ଛାତ୍ର ମୃତ

ଗଜପତି ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟ ସମ୍ମୁଖରେ କାର- ବାଇକ୍  ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ…

ଓଡିଆ ଖବର

ଅବକାରୀ ବିଭାଗ ପକ୍ଷରୁ ବିପୁଳ ନିଶା କଫ ସିରପ ଜବତ , ମହିଳା ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲା ଅବକାରୀ ବିଭାଗ ପକ୍ଷରୁ ବିପୁଳ ନିଶା କଫ ସିରପ ସହିତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ତରଫରୁ ଆଗାମୀ…

ଓଡିଆ ଖବର

ପୁଣି ଲଘୁଚାପ; ଦଶହରାରେ ଭିଜିବ ଓଡି଼ଶା

ଭୁବନେଶ୍ବର: ଅକ୍ଟୋବର ଦ୍ବିତୀୟ ସପ୍ତାହରେ ଆଣ୍ଡାମାନସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ପାଣିପାଗ ବିଭାଗ ବିସ୍ତାରିତ…

ଓଡିଆ ଖବର

ଟ୍ରଲରରୁ ଖସି ଯୁବକ ନିଖୋଜ

ଧାମରା:ଧାମରା ମତ୍ସ୍ୟପୋତାଶ୍ରୟ ଅଧୀନରେ ଥିବା ଏକ ମାଛଧରା ଟ୍ରଲରରୁ ଜଣେ ମତ୍ସ୍ୟଜୀବୀ ସମୁଦ୍ରକୁ ଖସିପଡ଼ି ନିଖୋଜ ହୋଇଥିବା ନେଇ ଧାମରା ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ ହୋଇଛି।ଅଭିଯୋଗ…

ଓଡିଆ ଖବର

ଆଜିଠାରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଆରମ୍ଭ ହେବ ବିମାନ ସେବା

ଭୁବନେଶ୍ୱର: ପ୍ରାୟ ୩ ମାସର ବ୍ୟବଧାନ ପରେ ଆଜିଠାରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଆରମ୍ଭ ହେବ ବିମାନ ସେବା। ଏହାଦ୍ୱାରା ଓଡ଼ିଶାରୁ ଥାଇଲାଣ୍ଡ ଯାତ୍ରା କରୁଥିବା ଯାତ୍ରୀଙ୍କୁ…

Sportsଖେଳ

୨୪ ବର୍ଷ ପରେ ଆଫ୍ରିକାକୁ ଫେରିବ ଆଇସିସି ବିଶ୍ୱକପ୍‌

ନୂଆଦିଲ୍ଲୀ: ଦୀର୍ଘ ୨୪ ବର୍ଷ ପରେ ପୁଣି ଥରେ ଆଫ୍ରିକା ମହାଦେଶକୁ ଫେରୁଛି ଆଇସିସି ଦିନିକିଆ ବିଶ୍ୱକପ୍‌। ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେର ମିଳିତ ଆୟୋଜନରେ ୨୦୨୭…