ନୂଆଦିଲ୍ଲୀ: ଦୀର୍ଘ ୨୪ ବର୍ଷ ପରେ ପୁଣି ଥରେ ଆଫ୍ରିକା ମହାଦେଶକୁ ଫେରୁଛି ଆଇସିସି ଦିନିକିଆ ବିଶ୍ୱକପ୍। ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେର ମିଳିତ ଆୟୋଜନରେ ୨୦୨୭ ଅକ୍ଟୋବର ୨ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ଖେଳାଯିବ ଏହି ମେଗା ଟୁର୍ଣ୍ଣାମେଣ୍ଟ। ୨୦୦୩ ବିଶ୍ୱକପ୍ର ସ୍ମୃତି ଭାରତୀୟ କ୍ରିକେଟ୍ପ୍ରେମୀଙ୍କ ମନରେ ଏବେ ବି ସତେଜ ଥିବା ବେଳେ ଆସନ୍ତା ବିଶ୍ୱକପ୍କୁ ନେଇ ଉତ୍ସାହ ଆରମ୍ଭ ହୋଇଛି।
୨୪ ବର୍ଷ ପରେ ଆଫ୍ରିକାକୁ ଫେରିବ ଆଇସିସି ବିଶ୍ୱକପ୍
