ସେପ୍‌ଟେମ୍ବର ୨୨ରୁ ଆରମ୍ଭ ହେବ ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର: ଆସନ୍ତା ସେପ୍‌ଟେମ୍ବର ୨୨ରୁ ଆରମ୍ଭ ହେବାକୁ ଯାଉଛି ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ । ଏହା ଅକ୍‌ଟୋବର ୩ ତାରିଖ ଯାଏ ଚାଲିବ । ଏହି ଅଧିବେଶନରେ ମୋଟ୍ ୯ଟି କାର୍ଯ୍ୟ ଦିବସ ରହିବ । ଏଥିମଧ୍ୟରୁ ଗୋଟିଏ ଛୁଟିଦିନ ଥିବା ବେଳେ ଦୁଇଦିନ ନୋ-ମିଟିଂ ଡେ ରହିଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାକୁ ଟାର୍ଗେଟ କରିଥିବା ବେଳେ ସରକାର ମଧ୍ୟ ବିରୋଧୀଙ୍କୁ ସାମ୍ନା କରିବାକୁ ସଜାବାଜ ହେଉଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *