ଶ୍ରୀ ଜୀଉଙ୍କ ତିନି ରଥକୁ ଦକ୍ଷିଣ ମୋଡ ପାଇଁ ଆଜ୍ଞାମାଳ ବିଜେ

ପୁରୀ : ନବଦିନାତ୍ମକ ଯାତ୍ରାରେ ଶ୍ରୀଜୀଉମାନେ। ମଙ୍ଗଳବାର ତିନି ରଥକୁ ଦକ୍ଷିଣ ମୋଡ ପାଇଁ ଆଜ୍ଞାମାଳ ବିଜେ ହୋଇଛି। ପୂଜାପଣ୍ଡା ସାମନ୍ତ ଆଣି ବିଜେ କଲେ ଆଜ୍ଞାମାଳ। କିଛି ସମୟ ପରେ ଦକ୍ଷିଣମୁଖା ହେବେ ତିନି ରଥ। ଗତକାଲି ହେରାପଞ୍ଚମୀ ନୀତି ପାଳିତ ହୋଇଛି। ଆଜି ଠାରୁ ବାହୁଡା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ରଥର ଦକ୍ଷିଣ ମୋଡ ହେଉଛି ବାହୁଡାଯାତ୍ରାର ଏକ ପ୍ରମୁଖ ନୀତି। ତିନି ରଥକୁ ଦକ୍ଷିଣମୋଡ କରାଯାଇ ନାକଚଣା ଦ୍ୱାର ସାମ୍ନାରେ ରଖାଯାଏ।

Leave a Reply

Your email address will not be published. Required fields are marked *