ଜଦେଶରେ ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି ଲକ୍ଷାଧିକ ସ୍କୁଲ

ନୂଆଦିଲ୍ଲୀ : ଦେଶର ଲକ୍ଷାଧିକ ସ୍କୁଲ ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି। ୟୁଡିଆଇଏସ୍‌ଇର ୨୦୨୫-୨୬ ତଥ୍ୟ ଅନୁଯାୟୀ ୧ଲକ୍ଷ ୮୪୩ଟି ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି। ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୬,୩୫୭ଟି ସ୍କୁଲରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି। ମହାରାଷ୍ଟ୍ରର ୯,୮୨୭, ଓ କର୍ଣ୍ଣାଟକର ୮,୦୪୨ ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି।

Leave a Reply

Your email address will not be published. Required fields are marked *