ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ ରଶ୍ମିକା ମନ୍ଦାନା ଆହତ

ନୂଆଦିଲ୍ଲୀ : ବଲିଉଡ ଏବଂ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତ୍ରୀ ରଶ୍ମିକା ମନ୍ଦାନା। ଏବେ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁସାରେ, ତାଙ୍କ ଆଗାମୀ ଚଳଚ୍ଚିତ୍ରର ସୁଟିଂ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ରଶ୍ମିକା । ରିପୋର୍ଟ କରାଯାଉଛି ଯେ ଦୁର୍ଘଟଣାରେ ତାଙ୍କ ହିପ୍ ଟେଣ୍ଡନ୍ ଅର୍ଥାତ୍‌ ଅଣ୍ଟାରୁ ଜଙ୍ଘକୁ ସଂଯୋଗ କରୁଥିବା ସ୍ନାୟୁ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଯାଇଛି।

Leave a Reply

Your email address will not be published. Required fields are marked *