ରାଜ୍ଯ

ନବମ, ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟ ଏଣିକି ମିଳିବ ମଧ୍ୟାହ୍ନ ଭୋଜନ। ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିଲା।…

ଜାତୀୟ

ଆସନ୍ତା୨୦ରୁ ସଂସଦର ମୌସୁମି ଅଧିବେଶନ

ନୂଆଦିଲ୍ଲୀ: ଜୁଲାଇ ୨୦ ତାରିଖରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବାର ସମ୍ଭାବନା ରହିଛି। ତେବେ ଏ ସମ୍ପର୍କରେ ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟି ଚୂଡାନ୍ତ ନିଷ୍ପତ୍ତି…

ଓଡିଆ ଖବର

ମଧ୍ୟପ୍ରାଚ୍ୟରେ ଯୁଦ୍ଧ – ଆକ୍ରମଣ ବନ୍ଦ ପାଇଁ ଆମେରିକା, ଇରାନ ରାଜି

ଇରାନ/ୱାଶିଂଟନ: ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଉତ୍ତେଜନାମୂଳକ ଥିବା ବେଳେ ଇତିମଧ୍ୟରେ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ପରସ୍ପର ଉପରେ ଆକ୍ରମଣ ବନ୍ଦ କରିବାକୁ ରାଜି…

ଜାତୀୟ

କେନ୍ଦ୍ର ସରକାରଙ୍କ ବଡ ନିସ୍ପତି ପେଟ୍ରୋଲ, ଡିଜେଲ ଉପରେ କଟକଣା ପ୍ରତ୍ୟାହୃତ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିରିଟ୍ (ଏମଏସ) ଏବଂ ହାଇ ସ୍ପିଡ୍ ଡିଜେଲ(ଏଚଏସଡି)ର ବିକ୍ରୟ ଏବଂ…

ରାଜ୍ଯ

‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ଉନ୍ନତ ସୁରକ୍ଷା ମଡ୍ୟୁଲ୍ ସାମିଲ

ଭୁବନେଶ୍ୱର: ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ପ୍ରୟାସ ମାଧ୍ୟମରେ ନାଗରିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ରାଜ୍ୟ ସରକାର ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଓଡ଼ିଶା…

ଜାତୀୟ

ବୈଦ୍ୟୁତିକ ଯାନ ପ୍ରୋତ୍ସାହନ ଦେବା ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଦୂଷଣ ନିୟନ୍ତ୍ରଣ କରିବା ଏବଂ ବୈଦ୍ୟୁତିକ ଯାନ (ଇଭି)କୁ ପ୍ରୋତ୍ସାହନ ଦେବା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସୋମବାର ଦିଲ୍ଲୀ…

ଜାତୀୟ

ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଧୀରଜ ସେଠ୍

ନୂଆଦିଲ୍ଲୀ:ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ଦାୟିତ୍ୱ ଗ୍ରହଣ କରିଛନ୍ତି। ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ଅବସର ଗ୍ରହଣ କରିବା ପରେ କେନ୍ଦ୍ର…

ଖେଳ

କ୍ରିକେଟ୍‌ ଦୁନିଆରୁ ଅବସରନେଲେ ଇଂଲଣ୍ଡ ଟେଷ୍ଟ କ୍ରିକେଟ୍‌ ଦଳର ଅଧିନାୟକ ବେନ୍ ଷ୍ଟୋକ୍‌ସ

ନଟିଂହାମ୍‌: କ୍ରିକେଟ୍‌ ଦୁନିଆର ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡର ତଥା ଇଂଲଣ୍ଡ ଟେଷ୍ଟ କ୍ରିକେଟ୍‌ ଦଳର ଅଧିନାୟକ ବେନ୍ ଷ୍ଟୋକ୍‌ସ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେବାକୁ ଘୋଷଣା କରିଛନ୍ତି।…

ରାଜ୍ଯ

ପରଲୋକରେ ରଙ୍ଗ ମଞ୍ଚ ଯାତ୍ରା ଓ ଚଳଚ୍ଚିତ୍ର ନିର୍ଦେଶକ ରମେଶ ଚନ୍ଦ୍ର ମହାନ୍ତି

ଭୁବନେଶ୍ୱର : ଆଉ ନାହାନ୍ତି ସ୍ୱନାମ ଧନ୍ୟ, ଚର୍ଚ୍ଚିତ ଓ ଲୋକପ୍ରିୟ ରଙ୍ଗ ମଞ୍ଚ ଯାତ୍ରା ଓ ଚଳଚ୍ଚିତ୍ର ନିର୍ଦେଶକ ରମେଶ ଚନ୍ଦ୍ର ମହାନ୍ତି। ମୋ ପେଁ…

ରାଜ୍ଯ

ଦେବସ୍ନାନ ପୂର୍ଣ୍ଣିମା ଲାଗି ଚଳଚଞ୍ଚଳ ଅନୁଗୋଳ

ଅନୁଗୋଳ : ଦେବସ୍ନାନ ପୂର୍ଣ୍ଣିମା ଲାଗି ଚଳଚଞ୍ଚଳ ଶୈଳ ଶ୍ରୀକ୍ଷେତ୍ର। ଧାଡ଼ି ପହଣ୍ଡିରେ ବିଜେ ହେଉଛନ୍ତି ଶ୍ରୀ ଜଗନ୍ନାଥ। ଶୈଳ ଶ୍ରୀକ୍ଷେତ୍ର ମନ୍ଦିର ସ୍ନାନବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା…