ଓଡିଆ ଖବର

ନବନିର୍ମିତ ଘରର ଛାତ ଉପର କାନ୍ଥ ଭୁଶୁଡ଼ି ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର:କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ସରାସ ଗ୍ରାମରେ ଆଜି ଏକ ନବନିର୍ମିତ ଘରର ଛାତ ଉପର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଶ୍ରମିକଙ୍କ…

ଖେଳ

ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ-୨୦୨୬ : ପ୍ରି କ୍ବାର୍ଟରରେ ପେଗୁଲା, ଓସାକା

ଲଣ୍ଡନ:ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ-୨୦୨୬ର ମହିଳା ଏକକ ପ୍ରି କ୍ବାର୍ଟର ଫାଇନାଲରେ ଆମେରିକାର ଜେସିକା ପେଗୁଲା, ଜାପାନର ନାଓମି ଓସାକା ପ୍ରବେଶ କରିଛନ୍ତି।ଶୁକ୍ରବାର ମହିଳା ଏକକ ତୃତୀୟ…

ଜାତୀୟ

ଶ୍ରୀ ବଦ୍ରିନାଥ-କେଦାରନାଥ ଧାମରେ ଦାନ ହେରଫେର ଅଭିଯୋଗ

ବଦ୍ରିନାଥ:ଅଯୋଧ୍ୟା ରାମ ମନ୍ଦିରରେ ଚାନ୍ଦା ଚୋରି ଅଭିଯୋଗକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଏବେ ଶ୍ରୀ ବଦ୍ରିନାଥ-କେଦାରନାଥ ଧାମରୁ ମଧ୍ୟ ଦାନ ହେରଫେର ଅଭିଯୋଗ ସାମ୍ନାକୁ ଆସିଛି।…

ଅପରାଧ

ଥାନା କ୍ୱାର୍ଟର୍ସରୁ ମହିଳା ଇନ୍ସପେକ୍ଟର-ଇନ୍-ଚାର୍ଜଙ୍କ ଝୁଲନ୍ତା ମୃତଦେହ

କଟକ: କଟକର ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ମହିଳା ଇନ୍ସପେକ୍ଟର-ଇନ୍-ଚାର୍ଜ (IIC) ବ୍ୟୁଟି ମହାନ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରେ ଥିବା…

ଅପରାଧ

ବେଆଇନ ପକ୍ଷୀ ଶିକାର ଅଭିଯୋଗରେ ଜଣେ ଗିରଫ

ବାଲେଶ୍ୱର:ବାଲେଶ୍ୱର ଜିଲ୍ଲାରେ ବେଆଇନ ଭାବେ ସାମୁଦ୍ରିକ ପକ୍ଷୀ ଶିକାର କରୁଥିବା ଜଣେ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଚୌମୁଖ ଅଞ୍ଚଳର କାଳୀଚରଣ…

ରାଜ୍ଯ

ବଜ୍ରପାତରେ;ଜଣେ ମୃତ, ୨ ଜଣ ଗୁରୁତର

ଢେଙ୍କାନାଳ: ବିବାହ ଉତ୍ସବର ଖୁସି ମୁହୂର୍ତ୍ତ ମଧ୍ୟରେ ଘଟିଛି ଅଘଟଣ। ବରଯାତ୍ରୀ ଦଳ କନ୍ୟା ଘରକୁ ଯାଉଥିବା ବେଳେ ବଜ୍ରପାତରେ ଜଣେ ବରଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ…

ରାଜ୍ଯ

ରାଜ୍ୟରେ ବର୍ଷା ଜାରି; ୫ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଓଡିଆ ଖବର

ଖାମେନେଇଙ୍କୁ ଅନ୍ତିମ ବିଦାୟ

ତେହରାନ: ଇରାନବାସୀ ଶୁକ୍ରବାର ସେମାନଙ୍କର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଅନ୍ତିମ ବିଦାୟ ଜଣାଇଛନ୍ତି। ଖାମେନେଇଙ୍କ କଫିନକୁ ଜାତୀୟ ପତାକାରେ ଘୋଡାଯାଇ…

ଓଡିଆ ଖବର

ଟିଏମ୍‌ସିର ବିଦ୍ରୋହୀ ଗୋଷ୍ଠୀଙ୍କ ଦଖଲରେ ଟିଏମ୍‌ସି ମୁଖ୍ୟାଳୟ

କଲକାତା:ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବାଧୀନ ଟିଏମ୍‌ସିର ବିଦ୍ରୋହୀ ଗୋଷ୍ଠୀ କଲକାତାସ୍ଥିତ ଦଳୀୟ ମୁଖ୍ୟାଳୟକୁ ଦଖଲ କରିଛି। ଶୁକ୍ରବାର ଋତବ୍ରତ ଓ ଫରହିଦ୍ ହାକିମ୍‌ ନୂଆଦିଲ୍ଲୀରୁ ଫେରିବା ପରେ ଦଳୀୟ…

ଓଡିଆ ଖବର

ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ମାମଲାରେ ‘ରାମ ରକ୍ଷା’ ଆନ୍ଦୋଳନ କରିବେ ଉଦ୍ଧବ

ମୁମ୍ବଇ: ଅଯୋଧ୍ୟା ଶ୍ରୀରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ମାମଲାରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ଶୁକ୍ରବାର ବିଜେପିକୁ ସମାଲୋଚନା କରିଛନ୍ତି। ରାମ ମନ୍ଦିର ଦାନ…