ଭୁବନେଶ୍ୱର: ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଫ୍ଲାଏଓଭର ନିର୍ମାଣ ପାଇଁ ମୃତ୍ତିକା ପରୀକ୍ଷଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ କଳିଙ୍ଗ ଷ୍ଟାଡିୟମ ଗେଟ୍ ନଂ ୭ ଓ ୮, ପାଲହାଇଟ୍ସ ଛକ, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ କିଟ୍ ଛକକୁ ଚିହ୍ନଟ କରାଯାଇଛି । ଆସନ୍ତା ୬ ତାରିଖରୁ ସେପ୍ଟେମ୍ବର ୧୯ ତାରିଖ ଯାଏ ଏହି ମୃତ୍ତିକା ପରୀକ୍ଷଣ ଚାଲିବ । ଏହି ପରୀକ୍ଷଣ ପାଇଁ ରାସ୍ତାର କିଛି ଅଂଶ ଅବରୋଧ ହୋଇ ଟ୍ରାଫିକ୍ ଜାମ ହେବାର ଆଶଙ୍କା ରହିଛି ।
ରାଜଧାନୀରେ ୪୫ ଦିନିଆ ଟ୍ରାଫିକ୍ କଟକଣା
