ଜାତୀୟ

ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ପାଳିତ

କଟକ:ଦୈନିକ ‘ସମାଜ’ର ପ୍ରତିଷ୍ଠାତା, ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ଆଜି କଟକରେ ଲୋକସେବକ ମଣ୍ଡଳ ଏବଂ ‘ସମାଜ’ ଆନୁକୂଲ୍ୟରେ ବିଭିନ୍ନ ଶ୍ରଦ୍ଧାଞ୍ଜଳି…

ରାଜ୍ଯ

ଭିଜିଲାନ୍ସ ଜାଲରେ ଓସିସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କିସପଟ୍ଟା ଗିରଫ

ଭୁବନେଶ୍ୱର : ଗିରଫ ହେଲେ ଭୁବନେଶ୍ୱରର ଓସିସି (ଓଡ଼ିଶା ନିର୍ମାଣ ନିଗମ) ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ବର୍ତ୍ତମାନ ଲୋୟର ସୁକତେଲ ପ୍ରୋଜେକ୍ଟରେ ବଲାଙ୍ଗୀରର ଓସିସିଏଲ୍‌କୁ ନିୟୋଜିତ) ସଞ୍ଜୟ…

ରାଜ୍ଯ

ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରଙ୍କ ହତ୍ୟା ମାମଲା : ଜେଲରୁ ମୁକୁଳିବେ ଦାରା ସିଂ

ଭୁବନେଶ୍ୱର:ଜେଲରୁ ମୁକୁଳିବେ ଦାରା ସିଂ।ଦାରା ସିଂ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆସନ୍ତା  ଅଗଷ୍ଟ ୧୫ ତାରିଖ ସୁଦ୍ଧା…

ଖେଳ

୧୮ ବର୍ଷ ଆଇପିଏଲ୍‌ ଫ୍ରାଞ୍ଚାଇଜି ଚେନ୍ନଇ ସୁପର କିଙ୍ଗ୍‌ସର ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂଙ୍କ ଇସ୍ତଫା

ଚେନ୍ନଇ: ଦୀର୍ଘ ୧୮ ବର୍ଷ ଆଇପିଏଲ୍‌ ଫ୍ରାଞ୍ଚାଇଜି ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)ର ମୁଖ୍ୟ ପ୍ରଶିକ୍ଷକ ରହିବା ପରେ ଇସ୍ତଫା ଦେଇଛନ୍ତି ଷ୍ଟିଫେନ୍ ଫ୍ଲେମିଂ। ସିଏସ୍‌କେର ମୁଖ୍ୟ…

ରାଜ୍ଯ

ନବଯୌବନ ବେଶରେ ଦର୍ଶନ ଦେଲେ ଶ୍ରୀ ଜୀଉ

ପୁରୀ : ନବଯୌବନ ବେଶରେ ମଙ୍ଗଳବାର ଶ୍ରୀମନ୍ଦିରରେ ଦର୍ଶନ ଦେଲେ ମହାପ୍ରଭୁ। ୧୫ ଦିନ ପରେ ୩ ଠାକୁରଙ୍କ ନବଯୌବନ ଦର୍ଶନ। ଦର୍ଶନ ପାଇଁ ବଡଦାଣ୍ଡରେ ଶ୍ରଦ୍ଧାଳୁଙ୍କ…

ରାଜ୍ଯ

ପାଠ୍ୟପୁସ୍ତକ ବିଭ୍ରାଟ ମାମଲାରେ ଆକ୍ସନ୍ ମୋଡ୍‌ରେ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ରାଜ୍ୟର ବହୁଚର୍ଚ୍ଚିତ ସ୍କୁଲ ପାଠ୍ୟପୁସ୍ତକ ବିଭ୍ରାଟ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋରଦାର କରିଛି। ଏହି ମାମଲାରେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଅଟକ ରଖି…

ଜାତୀୟ

ଅଯୋଧ୍ୟା ରାମ ମନ୍ଦିର ସିଇଓ ପଦ ନିମନ୍ତେ ଦରଖାସ୍ତ ଆହ୍ବାନ

ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ଆତ୍ମସାତ୍‌ ପ୍ରସଙ୍ଗ ଚର୍ଚ୍ଚାରେ ଥିବା ବେଳେ ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦ ପୂରଣ ପାଇଁ ପ୍ରକ୍ରିୟା…

ଓଡିଆ ଖବର

ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା

ଭଦ୍ରକ: ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲ୍‌ରେ ଛୁଟି ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ…

ଓଡିଆ ଖବର

ଖାନ୍ ସାର୍‌ଙ୍କୁ ମିଳିଲା ଆଗୁଆ ଜାମିନ

ପାଟନା: କୋଚିଂ ସେଣ୍ଟରରେ ହୋଇଥିବା ଗଣ୍ଡଗୋଳ ମାମଲାରେ ଫୈଜଲ ଖାନ୍‌ (ଖାନ୍ ସାର୍‌)ଙ୍କୁ ପାଟନା ସିଭିଲ୍ କୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ହତ୍ୟା ଉଦ୍ୟମ ଏବଂ…

ଓଡିଆ ଖବର

ଆମେରିକା ଓ ଇରାନ ମଧ୍ୟରେ ଲାଗିଥିବା ଯୁଦ୍ଧ ତୀବ୍ରତର

ୱାଶିଂଟନ/ତେହରାନ: ଆମେରିକା ଓ ଇରାନ ମଧ୍ୟରେ ଲାଗିଥିବା ଯୁଦ୍ଧ ଉଗ୍ରରୂପ ଧାରଣ କରିଛି। ସୋମବାର ଦୁଇ ଦେଶ ପରସ୍ପର ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ଇରାନର ସାମରିକ…